୦୬ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ନୟାଗଡ଼ ଜିଲ୍ଲା ର ସଂଗଠକ ଭାବେ ବିଜୁ ଜନତା ଦଳ ପାଇଁ ବିଗତ ୧୦ ବର୍ଷ ହେଲା କଠୋର ପରିଶ୍ରମକରୀ ନୟାଗଡ଼ ଜିଲ୍ଲାରେ ବିଜୁ ଜନତା ଦଳକୁ ସୁସଂଗଠିତ କରି ବିଜୁ ଜନତା ଦଳର ଶକ୍ତି ବୃଦ୍ଧିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ । ନୟାଗଡ଼ ଜିଲ୍ଲାର ସୁସଂଗଠକ ହିସାବରେ ବିଜୁ ଜନତା ଦଳ ଭଲଭାବେ ଅନୁଭବ କରିବା ସତ୍ତ୍ୱେ ଦଳ ତରଫରୁ ଅଣଦେଖା ଓ କଣ ଠେଶାକୁ ସହ୍ୟନକରିପାରି ଗତ ନିର୍ବାଚନ ର ୧୦ ଦିନ ପୂର୍ବରୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ।

