୦୬ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ସରକାରୀ ଉଚ୍ଚ ବିଦ୍ୟାଳୟ ଲାଠିପଡ଼ା ର ଛାତ୍ର ଛାତ୍ରୀମାନେ ରାଜ୍ୟସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉକ୍ତ ଲୋକନୃତ୍ୟ ଟିକୁ ଶିକ୍ଷକ ବୃନ୍ଦାବନ ବେହେରା ଓ ଶିକ୍ଷୟିତ୍ରୀ ସ୍ଥିତିପ୍ରଜ୍ଞା ପଟ୍ଟନାୟକ ନିର୍ଦ୍ଦେଶନା ଦେଇଥିବା ବେଳେ ,ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନେ ଅଷ୍ଟମ ଶ୍ରେଣୀର ଓମ ପ୍ରସାଦ ବେହେରା,

