୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ପବିତ୍ର କାର୍ତିକ ମାସ ଯୋଗୁଁ ରାଜସୁନାଖଳା ପରିବl ବଜାରରେ ପନିପରିବା ଦର ଅହେତୁକ ବୃଦ୍ଧି ପାଇଛି ! ଦରରେ ନିୟନ୍ତ୍ରଣ ରହୁନଥିବା ବେଳେ କାର୍ତ୍ତିକମାସରେ ହବିଷ ପାଳନ କରିବା କଷ୍ଟକର ହୋଇପଡିଛି ! ବାଇଗଣ କିଗ୍ରା ୬୦ ଟଙ୍କା ରହିଥିବାବେଳେ କାକୁଡି ୬୦ଟଙ୍କା, ପୋଟଳ ୫୦ଟଙ୍କା,କlଙ୍କଣ ୧୦୦ଟଙ୍କା, ବନ୍ଧାକୋବି ୬୦ଟଙ୍କା, ବିନ ୧୨୦ଟଙ୍କା, ଟମାଟୋ ୮୦ଟଙ୍କା, ଗାଜର ୫୦ଟଙ୍କା ଫୁଲକୋବି ୯୦ଟଙ୍କା, ଭେଣ୍ଡି ୬୦ଟଙ୍କା, ଜଂହ୍ନି ୬୦ଟଙ୍କା ,

