୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ପୋଲିସ ହାତରୁ ହୋଟେଲରୁ ଖସିପଳେଇଲା ଅଭିଯୁକ୍ତ ଗଂଜେଇ ଚାଲାଣକାରୀ, ସୂଚନା ମୁତାବକ ଗତ 27ତାରିଖ ଅକ୍ଟୋବର ମାସ ଦିନ ଗଂଜେଇ ଚୋରାଚାଲାଣ ଘଟଣା ରେ ମହାରାଷ୍ଟ୍ର ଆକଲା ରେଲୱେ ପୋଲିସ ଷ୍ଟେସନ ତରଫରୁ ଓଡିଶା ର ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଅନ୍ତରବା ଗାଁ ର ଜୁଏଲ ଶବର ଙ୍କୁ ଗିରଫ କରିଥିଲେ l

