ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଜନ୍ମଜୟନ୍ତୀ ପାଳି

୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ସ୍ମୃତି ସ୍ମୃତି ପରିଷଦ ସହଯୋଗରେ ସ୍ଥାନୀୟ ଗୋବିନ୍ଦ ଭବନଠାରେ ସୋମବାର ଦିନ ଓଡ଼ିଶାର ପ୍ରଥିତଯଶା ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୧୦୫ତମ ଜନ୍ମ ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି ।

ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ରମେଶଚନ୍ଦ୍ର ବେହେରା, ଅଧ୍ୟାପିକା ତ‌ଥା ଲେଖୁକା ବୈଜୟନ୍ତୀ ମିଶ୍ର, ସ୍ତମ୍ଭକାର ଦାସ ବେନହୁର, ବ୍ଳକ ଅଧ୍ଯକ୍ଷା ସୁନନ୍ଦା ସାହୁ, ଏନଏସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ, ଆଡଭୋକେଟ ସୁଶାନ୍ତ ପାତ୍ର ଆଡଭୋକେଟ ଶରତ ଚନ୍ଦ୍ର ବେହେରା ପ୍ରମୁଖ ଅତିଥ୍ ଭାବେ ଯୋଗଦେଇଥିଳେ ଥିଲେ । ଅତିଥିମାନେ ସେମାନଙ୍କ ଅଭି ଭାଷଣରେ ନାଟ୍ୟକାର ରାମ ରାମଚନ୍ଦ୍ର ମିଶ୍ରକଂ ବହୁମୁଖୀ ଗୁଣାବଳୀର ସ୍ମୃତିଚାରଣ କରିବା ସହିତ ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Exit mobile version