Home ଓଡ଼ିଶା ବାରହା ଶିକାରୀଙ୍କ ଉତ୍ପାତ ଫାସ ତାର ଜବତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ ବ୍ଲକ ଗୋପାଳିପଡ଼ା ନିକଟସ୍ଥ ଜଙ୍ଗଲ ଅଂଚଳରୁ ବନ ବିଭାଗ କର୍ମଚାରୀ ସୋମବାର ସନ୍ଧ୍ୟାରେ ବିପୁଳ ଫାସ ଓ ତାର ଜବତ କରିଛନ୍ତି ! ବାରହା ମାରିବା ପାଇଁ ଏସବୁ ବିଛଯାଇଥିଲା ! ପୂର୍ବରୁମଧ୍ୟ ମର୍ଦାବାଡି ଓ ଖଙ୍ଗୁରିଆ ଅଂଚଳରୁ ଜବତ କରାଯାଇଥିଲା ଦୁଇଜଣ ଶିକାରୀ ମଧ୍ୟ ଗିରଫ ହୋଇଥିଲେ. ତେବେ ଶିକାରୀଙ୍କ ଉତ୍ପାତ ବୃଦ୍ଧି ପାଇଥିବା ଜଣାପଡିଛି ! ସ୍ୱଳ୍ପ ସଂଖ୍ୟକ କର୍ମଚାରୀ ଶିକାରୀଙ୍କ ସମ୍ମୁଖୀନ ହୋଇପାରୁନାହାନ୍ତି. ଏହି ଚଢ଼ାଉରେ ବନରକ୍ଷକ ଅରୂପ ବେହେରା, ଗୋପାଳ ସାମନ୍ତରାୟ ନେପାଳୀ ଲେଙ୍କା, ମହେଶ୍ୱର ନାୟକ ଓ ମାନସ ମାନ୍ଧାତା ପ୍ରମୁଖ ସହଯୋଗ କରିଥିଲେ ! Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026