Home ଓଡ଼ିଶା ସହିଦନଗର ପ୍ରିମିୟର ଲିଗ୍ ୨ ଚମ୍ପିଆନ୍ ହେଲା ସହିଦନଗର ଟାଇଟନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୪ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସହିଦନଗର ପ୍ରିମିୟମ ଲିଗ୍ ୨ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ୍ ହୋଇଛି ସହିଦନଗରର ଟାଇଟନ ,ସହିଦ ସ୍ପୋଟିଂ କ୍ରିକେଟ୍ କ୍ଲବ ଠାରେ ତିନିଦିନ ବ୍ୟାପୀ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ମୋଟ୍ ୬ଟି ଦଳ ଭାଗ ନେଇଥିଲେ l ଏହି ଫାଇନ ମ୍ୟାଟ୍ରେ ରାକେଶ ମ୍ୟାନ୍ ଅଫ ଦି ମ୍ୟାଚ୍ ହୋଇଛନ୍ତି । ଆଜିର ଏହି ଉଦ୍ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରୁଦ୍ର ସାମନ୍ତରାୟ, ପ୍ରତିବର୍ଷ ଏହିପରି ଟୁର୍ଣ୍ଣାମେଣ୍ଟ କରିବା ପାଇଁ ଉଦ୍ବୋଧନ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ କୁ ସହିଦନଗରର ବିଭିନ୍ନ କ୍ଲବର ପ୍ରତିନିଧିତ୍ବ କରୁଥିବା କସୋମପଲିଟାନ୍ କ୍ଲବ ଏବଂ ପ୍ରଚେଷ୍ଠା ଟ୍ରଷ୍ଟର କର୍ମକର୍ତ୍ତାମାନେ ଯଥା ପ୍ରଚେତାମ୍ ପ୍ରୟୋଦଶ, ବିରୁ ମହାନ୍ତି, ଆନନ୍ଦ ଦ୍ଵିବେଦୀ, ଆଲୋକ ପୃଷ୍ଟି ଆୟୋଜିତ କରିଥିଲେ । Categories: ଓଡ଼ିଶା, ଖେଳ, ଖୋର୍ଦ୍ଧା, ହୋମ୍ Related Content ୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ by Proprietor Abhimanyu Maharana July 2, 2026 ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ by Proprietor Abhimanyu Maharana July 2, 2026 ଘୁଷୁରାମୁଣ୍ଡା ଅଙ୍ଗନବାଡି ବିବାଦର ଅନ୍ତ : ମାତୃମଣ୍ଡଳୀଙ୍କୁ ରୋଷେଇ ଦାୟିତ୍ୱ, ଖୋଲିଲା ତାଲା by Proprietor Abhimanyu Maharana July 2, 2026 କଣ୍ଟାବାଞ୍ଜି ଉତ୍କଳ ବାଳାଶ୍ରମରେ 4 ଦିନିଆ ସ୍ୱଚ୍ଛତା ଅଭିଯାନ ସମ୍ପନ୍ନ : ଶିଶୁଙ୍କୁ ସ୍ୱାସ୍ଥ୍ୟ-ସଚେତନତାର ପାଠ by Proprietor Abhimanyu Maharana July 2, 2026 ପ୍ରେମିକାକୁ ନପାଇ ଝିଅ ଉପରେ ଆକ୍ରମଣ : ଛୁରି ଦେଖାଇ ଅପହରଣ ଉଦ୍ୟମ, ଜଣେ ଗିରଫ by Proprietor Abhimanyu Maharana July 2, 2026 ଓମସା ପକ୍ଷରୁ ଡାକ୍ତରଙ୍କ ଚିକିତ୍ସାସେବା ବନ୍ଦ by Proprietor Abhimanyu Maharana July 2, 2026