୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଭିଜିଲାନ୍ସ ଜାଲରେ ଫିରିଙ୍ଗିଆ ବ୍ଲକ ର କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ପାଢ଼ୀ ଗୋଛlପଡ଼l ଅଞ୍ଚଳ ର ଏକ କାମର ବିଲ କରିବା ପାଇଁ ରଘୁ ମହାକୁଡ ଙ୍କ ଠାରୁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି l ଗୋଛlପଡ଼l ର ବୁଡିଗୁଡ଼ା ଗ୍ରାମରେ ଯାତ୍ରୀ ଆଶ୍ରୟ ସ୍ଥଳି କାମ ପାଇଁ 10 ହଜାର ଟଙ୍କା ନେଉଥିଲେ ଲାଞ୍ଚ l

