୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଗତକାଲି ସନ୍ଧ୍ୟାରେ ରେଲୱେ ମେକାନିକାଲ ଡିପାର୍ଟମେଣ୍ଟ ପକ୍ଷରୁ କାଳୀପୂଜା ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ମଞ୍ଚକୁ ଡି ଏମ ଇ ଲିଙ୍ଗରାଜ ତ୍ରିପାଠୀ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ l ପରେପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

