୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଣପୁର :-> ବାଣପୁର ସ୍ଥିତ ସାହିତ୍ୟ ସିନ୍ଦୁରା ଓ ପରିଡ଼ା ପାଠାଗାର ପରିସରରେ ଏହି ଅନୁଷ୍ଠାନ ର ସାଂସ୍କୃତିକ ବିଭାଗ ଶୁଭ ମଙ୍ଗଳ ଗୀତ ସଙ୍ଗୀତ ମଞ୍ଚ ର ୨ୟ ବାର୍ଷିକ ଉତ୍ସବ ଆଜି ସନ୍ଧ୍ୟାରେ ବର୍ଣ୍ଣାଢ଼୍ୟ ପରିଵେଶ ମଧ୍ୟରେ ଶୁଭ ମଙ୍ଗଳ କଲ୍ୟାଣ ମଣ୍ଡପ,ଵିଧାରପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନଳିନୀ କାନ୍ତ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ନାଚୁଣୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ରାଜ କିଶୋର ସାହୁ,

