୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ :-> ବିଜେପି ର ପ୍ରତାରଣା କୁ ନେଇ ଗର୍ଜିଲେ ନେତା ଓ କର୍ମୀ ରାୟଗଡ ରେ ବିଜେଡି ର ଜନ୍ ସମ୍ପର୍କ ପଦଯାତ୍ରା ବିଜେଡି ସଭପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଏବିଂ ବିଜେଡି ଜିଲ୍ଲା ସଭା ପତି ଙ୍କ ନେତୃତରେ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ରେ ବିଜେଡି ର ଜନ୍ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ । ରାୟଗଡ଼ ବ୍ଲକ ସମ୍ମୁଖ ଠାରୁ ବୁରୁଜାଙ୍ଗ ର ଶତାଧିକ ସଂଖ୍ୟକ ବିଜୁ ପ୍ରେମି ଏଥିରେ ସାମିଲ୍ ହଇଥିଲେ।

