ବୋଲଗଡ଼ ବ୍ଲକ ଠଣାପଲ୍ଲୀ ସାନ ନୟାପଲି ଗାଁରେ ପୋଖରୀରେ ବୁଡି ଜଣେ ବ୍ୟକ୍ତିର ମୃତ୍ୟୁ

ପରେ କଳାପଥର ଅଗ୍ନିଶମ ବିଭାଗ ଓ ବାଙ୍କୋଈ ଫାଣ୍ଡି ପୋଲିସକୁ ଖବର ଦେବା ପରେ ବାବୁଲୀଙ୍କ ମର ଶରୀର ଉଦ୍ଧାର କରିଥିଲା । ପୋଲିସ ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ପଠାଇଛି। ତେବେ ଏହି ଘଟଣାରେ ବାବୁଲିଙ୍କ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।
Related Content
ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ - ମୋହନା
by
Proprietor Abhimanyu Maharana
October 13, 2026
ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…
by
Proprietor Abhimanyu Maharana
October 13, 2026
ମୋହନାରେ ସ୍ୱଚ୍ଛ ଭାରତ ଅଭିଯାନ, ଅଳିଆ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ ଦାବି
by
Proprietor Abhimanyu Maharana
October 13, 2026
ପୋଖରୀରେ ବୁଡି ନାବାଳକ ମୃତ
by
Proprietor Abhimanyu Maharana
October 13, 2026
ପାହାଡିଆ ନଦୀର ପାଣି ସ୍ରୋତରେ ଭାସିଯାଇ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି
by
Proprietor Abhimanyu Maharana
October 13, 2026
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି : ୧୬ ଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା
by
Proprietor Abhimanyu Maharana
October 13, 2026