୧ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ସୁପୁତ୍ର ଅନୁଷ୍ଠାନ ପକ୍ଷ ରୁ ଚାଲି ଥିବା ବରିଷ୍ଠ ନାଗରିକ ଆଶ୍ରା ଗୃହ ରେ ଜିଲ୍ଲାର ଲିଗାଲ ରିସୋରସ ଫର ସୋସିଆଲ ଆକ୍ସନ ଅନୁଷ୍ଠାନ ଓ ଆକାଂକ୍ଷା ମହିଳା ସଙ୍ଗଠନ ର ମିଳିତ ଆନୁକୂଲ୍ୟରେ ମହିଳା ମାନଙ୍କ ଦ୍ୱାରା ଗୁରୁ ବାର ଦିନ ବୃଦ୍ଧ ବୃଦ୍ଧା ଅନ୍ତେବାସୀ ଙ୍କ ସହ ପବିତ୍ର ଦୀପାବଳି ଉତ୍ସବ ପାଳିତ ହୋଇଯାଇଛି ।
