୧ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଅପରାହ୍ନ ରେ ସଂସ୍କୃତି ଭବନ ସ୍ଥିତ ରେଜିଓନାଲ ଆର୍ଟ ଗ୍ୟାଲେରୀ ରେ ଶିଳ୍ପୀ ସନ୍ତୋଷ ସେଠୀ ଙ୍କ ଦ୍ଵାରା ପ୍ରସ୍ତୁତ ମୋ ମନର ଜଗନ୍ନାଥ ଶୀର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇ ଥିଲା । ଏହାକୁ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ପ୍ରତ୍ୟେକ କଳାକାର ଜଣେ ଜଣେ ଦିବ୍ୟ ପ୍ରତିଭାର ଅଧିକାରୀ । ସେମାନଙ୍କ ସାଧନା ଓ ପରିଶ୍ରମ ବଳରେ ସେମାନେ ସମାଜ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି ।

