୩୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦନ ପାରମ୍ପରିକ ବୈଦ୍ୟ ମହାସଂଘ ତରଫରୁ ଧନ୍ଵନ୍ତରି ଜୟନ୍ତୀ ଦିବସ ତେଲେନପାଲି ଗ୍ରାମ ପଞ୍ଚାୟତ ଯମୁନାପାଲି ଗାଁ ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି I କର୍ଣ ମାଝୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଶାନ୍ତନୁ କୁମାର ବୁଦ୍ଧିଆ, ହରିଶ୍ଚନ୍ଦ୍ର ବେହେରା, ପବିତ୍ର ବେହେରା,

