୩୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଢେପାଗୁଡା କୃଷ୍ଣପୁର ଗାଁରେ ବାଘ ଆତଙ୍କ l ଗାଁ ନିକଟସ୍ଥ ଜଙ୍ଗଲ ରେ ଗୋଟିଏ ଗାଈ କୁ ମାରି ଖାଇଥିବା ଜଣାପଡିଛି l ଆଜି ସକାଳେ ଗାଁର କିଛି ଲୋକ ଜଙ୍ଗଲ କୁ ଯାଇଥିଲେ l ତେବେ ଜଙ୍ଗଲରେ ଗୋଟିଏ ଗାଈ ମରି ପଡ଼ିଥିବା ବେଳେ ଗାଈ ର ଶରୀରର ଅଧା ଅଂଶ ନଥିବା ଲୋକେ ଦେଖିଥିଲେ l

