୩୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି – ଏକ କୋଟି ଟଙ୍କାର ସୁନା ଓ ରୂପା ଗହଣା ଘଟଣାର ପର୍ଦାଫାଶ , ଦୁଇ ଅଭିଯୁକ୍ତ ଗିରିଫ । ଗଜପତି ଜିଲ୍ଲା ମୋହନା ମୁଖ୍ୟ ବଜାର ଶ୍ରୀହରି ଜୁଏଲର୍ସରୁ ଗତ ସେପ୍ଟେମ୍ବର ମାସ ୨୫ ତାରିଖ ରାତିରେ ଦୁଇ ଅଜଣା ଲୁଟେରା ବାଇକରେ ଆସି ସୁନା ରୁପା ସହ ୭୦ ହଜାର ଟଙ୍କା ଲୁଟି ନେଇଥିଲେ । ଘଟଣାର ଏକ ମାସ ପରେ ପୁଲିସ ସଫଳତା ମିଳିଛି ।

