୩୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱର ଜନତା ମୈଦାନ ପଛ ପାର୍ଶ୍ୱରେ ଥିବା ଚେତନା ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠାନର ପରିଚାଳନା କମିଟି ସଦସ୍ୟ ଡ଼ଃ ବିନୟ ଭୂଷଣ ମହାପାତ୍ରଙ୍କ ଅଧକ୍ଷତାରେ ଏକ ପ୍ରେସ ମିଟ୍ ହୋଇଯାଇଛି | ଚ଼ନ୍ଦକା ନିକଟସ୍ଥ ମାର୍ଗଦର୍ଶୀ ଅଧିନସ୍ଥ “ସ୍କୁଲ ଫର ଅଟିଜିମ୍” ବିଦ୍ୟାଳୟ ଚ଼ାଲି ଆସୁଥିଲା ବର୍ତ୍ତମାନ ସେହି ବିଦ୍ୟାଳୟ ଟି ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶ କ୍ରମେ ଜୁଏଲସ୍ ଇଣ୍ଟରନ୍ୟାସନାଲ ଅଧିନକୁ ସ୍ଥାନାନ୍ତରଣ କରାଯାଇ
