୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଧା :-> ମେରା ଯୁବା ଭାରତର ପ୍ରଥମ ବାର୍ଷିକୀ ଅବସରରେ, ନେହେରୁ ଯୁବା କେନ୍ଦ୍ର ଖୋର୍ଧା, ଯୁବ ବ୍ୟାପାର ଏବଂ ସ୍ପୋର୍ଟସ୍ ମନ୍ତ୍ରଣାଳୟ, କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ସହିତ ମିଳିତ ସହଯୋଗରେ ଓଡିଶା ମୋ ଭାରତ ସହିତ ତିନି ଦିନିଆ ସଚେତନତା କାର୍ଯ୍ୟକ୍ରମ ‘ଦିୱାଲୀ’ ଆୟୋଜନ କରିବ l ‘ସୋମବାର 28 ଅକ୍ଟୋବରରୁ 30 ଅକ୍ଟୋବର ପର୍ଯ୍ୟନ୍ତ l ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଖୋର୍ଦ୍ଧା,

