୨୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :-> ଭୁବନେଶ୍ୱର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ଆମନାକୁଦର, କୁଦପାଟଣାଗ୍ରାମସ୍ଥିତ ପ୍ରସିଦ୍ଧ ଗ୍ରହରାଜ ସନିଦେବଙ୍କ ମନ୍ଦିରରୁ ଗତ ଶନିବାର ଦିନ କୌଣସି ଦୁର୍ବୃତ୍ତ ଶନି ଦେବଙ୍କର ରୂପା ମୁକୁଟ ଏବଂ ସୁନା ଆଖିକୁ ତାଡି ନେଇଯାଇଥିବା ଘଟଣା, ସେଥି ନେଇ ଶନିଦେବଙ୍କ ଭକ୍ତମାନଙ୍କୁ ଘୋର ଦୁଃଖ ଦେବା ସହ ପୂଜା ନୀତିରେ ବାଧା ସୃଷ୍ଟି ହୋଇଥିଲା ।

