୨୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କନ୍ଧମାଳ ଜିଲ୍ଲାର ଜିଲ୍ଲାସ୍ତରୀୟ ଅନୁସୂଚୀତ ଜାତି ଓ ଅନୁସୂଚିତ ଜନଜାତି, ସରକାରୀ କର୍ମଚାରୀ ସମ ନ୍ୱୟ ପରିଷଦ ବାର୍ଷିକ ସମ୍ମିଳନୀ ୨୦୨୪ ସ୍ଥାନୀୟ ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜନ ଜିଲ୍ଲା ସଭପତି ଶ୍ରୀ ସୁଜନ ବେହେରା ଙ୍କ ସଭା ପତିତୋ ରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀର ମୂଖ୍ୟ ଉଦେଶ୍ୟ ଥିଲା ସମ୍ବିଧାନ ପ୍ରଣୀତ ଆଇନ୍ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଅନୁୂଚିତ ଜନଜାତି ସରକାରୀ କର୍ମଚାରୀ ମାନେ କିପରି ନିଯୁକ୍ତି ପଦନୋଟି ଓ ଅନ୍ୟାନ୍ୟ ସୁବିଧା ରୂ ବଂଚିତ ହେଉଛନ୍ତି ତାହା କିପରି ଆଗମୀ ଦିନରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସଂଘର ସଭାପତି ଶ୍ରୀ ସୁଜନ ବେହେରା ଓ ସଂପାଦକ ଶ୍ରୀ କୈଳାସ କହଁର, ଉପଦେଷ୍ଟା ଶ୍ରୀ ଗଣେଶ ନାୟକ ସୂଚନା ଦେଇଛନ୍ତି ।

