୨୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ବାତ୍ୟା ସମୟରେ କଚାଘରୁ ଲୋକଙ୍କୁ ଉଦ୍ଧାର କରି ବନ୍ଧୁ ସାଜିଛନ୍ତି କଟକ ଜିଲ୍ଲା ନିଆଳି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ । ଅସହାୟ ଅବସ୍ଥାରେ ଝୁମ୍ପୁଡୀ ଘରେ ରହିଥିବା ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ବୁଝାଶୁଝା କରି ପୋଲିସ ଗାଡିରେ ନେଉଛନ୍ତି ବାତ୍ୟା ଆଶ୍ରୟସ୍ଥଳିକୁ । ପୋଲିସର ଏହା ଏକ ମହତ ଉଦ୍ୟସ୍ୟ ବୋଲି କୁହାଯାଏ ।

