୨୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ପରିବେଶ ସୁରକ୍ଷା ଏବଂ ଶ୍ରୀ ଜଗନ୍ନାଥ ଙ୍କ ରଥ କାଠ ନିମନ୍ତେ ଦିନ ଜଗନ୍ନାଥପୂଜା କମିଟି, ମେଡିକାଲ ପଡା ବାଙ୍କୀ, ଏବଂ ସାମାଜିକ ଅନୁଷ୍ଠାନ” ଅସ୍ତିତ୍ବ “ମିଳିତ ସହଯୋଗ ରେ ନିମ୍ବ ଚାରା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ପରିବେଶ ବିତ ତଥା ଭାରତ ସରକାର ଙ୍କ ଉକୃଷ୍ଟ ଟୁରିଷ୍ଟ ଗାଇଡ଼ ସମ୍ମାନ ପ୍ରାପ୍ତ ଲଳିତ ମୋହନ ପଣ୍ଡା ଉଦଘାଟନ କରି କହିଥିଲେ । ବର୍ତ୍ତମାନ ସମୟରେ ପରିବେଶ କୁ ସୁରକ୍ଷା ପ୍ରଦାନ କରିବା ଆମ ସମସ୍ତ ଙ୍କ କର୍ତ୍ତବ୍ୟ । ପ୍ରତ୍ୟେକ ନିଜ ନିଜ ବାଡ଼ିରେ ବୃକ୍ଷ ରୋପଣ କରନ୍ତୁ । ବୃକ୍ଷ ଅମର ବନ୍ଧୁ ।
