୨୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ବାତ୍ୟା ଦାନା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି | ଘୁ ଘୁ ଶବ୍ଦ କରି ଢେଉ କୂଳରେ ମାଡ ହେଉଛି | କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ସମୁଦ୍ର କୂଳ ରେ ଏକ ବିରଳ ପ୍ରଜାତି ଓ ଅଦ୍ଭୁତ ମାଛ କୂଳରେ ଦେଖିବାକୁ ମିଳିଛି । ମାଛ ଟି ର ସର୍ବାଙ୍ଗ ଝିଙ୍କ କାଠି ପରି କଣ୍ଟା ବାହାରକୁ ଦେଖା ଯାଉଛି |
