୨୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ବାତ୍ୟା ଦାନାର ଜିରୋ କାଜୁଆଲଟିକୁ ଆଖି ଆଗରେ ରଖି ରାଜ୍ୟ ସରକାର ତତ୍ପର ହୋଇଛି । କଚ୍ଚା ଚାଳ ଛପର ଘରେ ଏବଂ ବସ୍ଥିରେ ରହୁଥିବା ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ , ପୋଲିସ ପ୍ରଶାସନ, କଟକ ସଦର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ, ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ଲୋକମାନଙ୍କୁ ଆଣି ବିଭିନ୍ନ ସ୍କୁଲରେ ରଖିଛନ୍ତି ।

