ପ୍ରକୃତିବନ୍ଧୁ ସଂଗଠନ ଆନୁକୁଲ୍ୟରେ ପର୍ଯ୍ୟାବରଣ ସଂପର୍କରେ ଆଲୋଚନା ଚକ୍ର ଓ ବୃକ୍ଷରୋପଣ

ପରିବେଶ ସୁସ୍ଥ ରଖିବାକୁ ହେଲେ ବ୍ୟାପକ ବୃକ୍ଷରୋପଣ ଆବଶ୍ୟକତା ରହିଛି ବୋଲି ପ୍ରାଧ୍ୟାପକ ମହାପାତ୍ର ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ ତୁଳସୀପୁର ରଙ୍ଗଣି ସାହିସ୍ଥ ରଙ୍ଗଣି ପୋଖରୀ ଓ ନିକଟସ୍ଥ ଆର୍ଯ୍ୟ ସମାଜ ମଣ୍ଡପ ଠାରେ ବିଭିନ୍ନ ପ୍ରକାରର ଔଷଧିୟ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଧନଞ୍ଜୟ ମହାପାତ୍ର, ସୁଦର୍ଶନ ସାହୁ, ସଂଗ୍ରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
Related Content
ଗାଈ ଛେଳି ଚରାଉଥିବା ବେଳେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ମୃତଦେହ ରଖି ରାସ୍ତା ଅବରୋଧ, କ୍ଷତିପୂରଣ ଦାବିରେ ଉତ୍ତେଜନା; ଡ୍ରାଇଭର ଅଟକ, ଗାଡ଼ି ଜବତ
by
Proprietor Abhimanyu Maharana
November 10, 2026
ଦୀର୍ଘଦିନର ଦୁର୍ଦ୍ଦଶାରୁ ମୁକ୍ତି କେବେ ? : ଶୋଚନୀୟ ରାସ୍ତାରେ ଯାତାୟାତ ଯନ୍ତ୍ରଣା, ନିର୍ମାଣ ଦାବିରେ ପୂର୍ତ୍ତ ବିଭାଗକୁ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ
by
Proprietor Abhimanyu Maharana
November 10, 2026
ବାତ୍ୟାରେ ଛାରଖାର ବିପନ୍ନଙ୍କ ଦୁଃଖ ବୁଝିଲେ ସାଂସଦ : ଆଶ୍ରୟ ସ୍ଥଳୀରେ ଖାଦ୍ୟ ସାମଗ୍ରୀ ସହ କମ୍ବଳ ଓ ବସ୍ତ୍ର ବଣ୍ଟନ - ବିପର୍ଯ୍ୟସ୍ତ ରାସ୍ତାଘାଟର ସ୍ଥିତି ସମୀକ୍ଷା
by
Proprietor Abhimanyu Maharana
November 10, 2026
ଭାରତ ସ୍କାଉଟ୍, ଗାଇଡ୍ପ୍ର ପ୍ରତିଷ୍ଠା ଦିବସ ଓ ତାଲିମ କର୍ମଶାଳା
by
Proprietor Abhimanyu Maharana
November 10, 2026
ରାଜସୁନାଖଳାରେ ଶ୍ୟମାକାଳୀପୂଜା ଉତ୍ସବ ପାଳିତ
by
Proprietor Abhimanyu Maharana
November 10, 2026
ଅସାମାଜିକ ଦୃବୁତ୍ତଙ୍କ ଦ୍ୱାରା ପୋଖରୀରେ ବିଷ ପ୍ରୟୋଗ : ଲକ୍ଷାଧିକ ଟଙ୍କାର ମାଛ ନଷ୍ଟ, ଚାଷୀ ହତାଶ
by
Proprietor Abhimanyu Maharana
November 10, 2026