୨୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଯାଜପୁର :-> ବଡଚଣା ବ୍ଲକ ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଛତିଆ ନିକଟସ୍ଥ ଚଟିଘର ନିକଟରେ ଦୃଘଟଣା ଘଟି ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଯାଜପୁର ବ୍ଲକର ଅକରପଡା ପଞ୍ଚାୟତ ଅନ୍ତର୍ଗତ ଆନ୍ଦୋଳା ଗ୍ରାମର ବ୍ରଜ କିଶୋର ଦାସଙ୍କ ପୁଅ ଶ୍ରୀକାନ୍ତ ଦାସ ଏକ ମଟରସାଇକେଲ ଯୋଗେ କୈଣସି କାମରେ କଟକରୁ ନିଜ ନିଜ ଗ୍ରାମକୁ ଫେରୁଥିଲା ବେଳେ ଭାରସାମ୍ଯ ହରାଇ ରାସ୍ତାର ଡିଭାଇଡର ରେ

