ପାରଳଖେମୁଣ୍ଡି ଫଟୋଗ୍ରାଫର ସଂଘ ପକ୍ଷରୁ ୧୮୨ ତମ ବିଶ୍ଵ ଫଟୋଗ୍ରାଫି ଦିବସ ପାଳିତ


ଓଡିଶା ତାଜା ନ୍ୟୁଜ୍ (୧୯ ଅଗଷ୍ଟ ବୁଧବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ଫଟୋଗ୍ରାଫର ସଂଘ ପକ୍ଷରୁ ୧୮୨ତମ ଵିଶ୍ବ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି। କୋଭିଡ ଗାଇଡଲାଇନ ପ୍ରକାରେ ଗବ କଟକଣା ମଧ୍ୟରେ ସାମାଜି ହିଁକ ଦୂରତା ରକ୍ଷା କରି କାର୍ଯ୍ୟକ୍ରମ ପାଳନ କରାଯାଇଥିବା ବେଳେ ଏହି ଅବସରରେ ଫଟୋଗ୍ରାଫି ଡେର ସୁବେଛା ଜଣାଇବା ସହ କୃଷ୍ଠା ଆଶ୍ରମରେ ରୋଗୀଙ୍କୁ ଫଳ ଓ ମାଗଣା ଖାଦ୍ୟ ବଣ୍ଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ସଂଘର ସଭାପତି ବିଶ୍ବନାଥ ମିଶ୍ର, ଉପ ସଭାପତି ଅମର, ଶ୍ରୀନିବାସ ରେଡି, ଦିଲ୍ଲୀ, ସ୍ୟାମ, ଶିବା, ଜଗଦିଶଙ୍କ ସମେତ ସଂଘର ବହୁ ସଦସ୍ୟ ତଥା ଫଟୋଗ୍ରାଫର ଅଂଶ ଗ୍ରହଣ କରିଥିଲେ । ପାରଳଖେମୁଣ୍ଡି (ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version