୨୧ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ରାତି ଅଧରେ ବଡ ଦୁର୍ଘଟଣା । ଗୋଟିଏ ସ୍ଥାନରେ ଦୁଇ ଦୁଇଟି ବସ ଓ ପିକଅପ ପିଟିହୋଇଛି । ଦୁର୍ଘଟଣାରେ ଆହତଯାତ୍ରୀ ରାତି ଅଧରେ ପୁଲିସ ଓ ଆମ୍ବୁଲାନ୍ସ ସହାୟତାରେ ମେଡିକଲକୁ ନିଆଗଲା । ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନାର ଲିଲିଗଡ ଗାଁ ନିକଟସ୍ଥ କେନ୍ଦ୍ର ଘାଟିରେ ।

