ଓଡିଶା ତାଜା ନ୍ୟୁଜ୍ (୧୯ ଅଗଷ୍ଟ ବୁଧବାର ) ଉତ୍ତର ପ୍ରଦେଶ :- ଉତ୍ତର ପ୍ରଦେଶର ଆଗ୍ରାରେ ଥିବା ନିୟୁ ସଦର୍ଣ୍ଣ ବାଇପାସ୍ରୁ ଏକ ଫାଇନାନ୍ସ୍ କମ୍ପାନିର କେତେକ କର୍ମଚାରୀ ଗୋଟାଏ ଯାତ୍ରୀଭରା ଯାତ୍ରୀବାହୀ ବସ୍କୁ ଅପହରଣ କରି ନେଇଛନ୍ତି । ଡ୍ରାଇଭର୍ ଓ ହେଲ୍ପର୍ଙ୍କୁ ବଳପୂର୍ବକ ବସ୍ରୁ ଓହ୍ଲାଇ ଦେଇ ସମ୍ପୃକ୍ତ ଫାଇନାନ୍ସ୍ କମ୍ପାନିର କର୍ମଚାରୀମନେ ବସ୍ଟିକୁ ଅପହରଣ କରିନେଇଛନ୍ତି । ଅପହରଣ ସମୟରେ ବସ୍ରେ ୩୪ଜଣ ଯାତ୍ରୀ ଥିବା କଥା କୁହାଯାଉଛି ।
ଉତ୍ତର ପ୍ରଦେଶର ଆଗ୍ରାରେ ଥିବା ନିୟୁ ସଦର୍ଣ୍ଣ ବାଇପାସ୍ରୁ : ଯାତ୍ରୀବାହୀ ବସ୍ଟିକୁ ଅପହରଣ – ବସ୍ରେ ୩୪ଜଣ ଯାତ୍ରୀ ଥିବାର ଜଣାପଡ଼ିଛି ।

- Categories: Uncategorized, ଅପରାଧ, ଓଡ଼ିଶା, ଦେଶ, ହୋମ୍
Related Content
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ
by
Proprietor Abhimanyu Maharana
June 28, 2026
ଭାରତର ସର୍ବବୃହତ ଆନିମେସନ୍ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ
by
Proprietor Abhimanyu Maharana
June 28, 2026
ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି
by
Proprietor Abhimanyu Maharana
June 28, 2026
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ
by
Proprietor Abhimanyu Maharana
June 28, 2026
ଚଳିତମାସ ୨୯ ତାରିଖରେ ଭୁବନେଶ୍ଵରରେ ଆନ୍ଦୋଳନ ପାଇଁ ଚେତାବନୀ-ଓଷ୍ଟା
by
Proprietor Abhimanyu Maharana
June 28, 2026
ଦେବସ୍ନାନ ପୂର୍ଣ୍ଣିମା-୨୦୨୬ ଉପଲକ୍ଷେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କଲେ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଏବଂ ପୁରୀ ଏସ୍ପି
by
Proprietor Abhimanyu Maharana
June 28, 2026