ବଜ୍ରାଘାତରେ ଛାତ୍ରୀଙ୍କ ମୃତ୍ୟୁ

ମୃତ ଛାତ୍ରୀ ଜଣକ ହେଲେ ପଲାମୀ ଗ୍ରାମର ମଶିନ୍ଦ୍ର ମଲିକଙ୍କ ଝିଅ କଳ୍ପନା ମଲିକ (୧୪)। ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି କେଶ ନଂ. ୨୨/୨୪ ପ୍ରକାରେ ଏକ ମାମଲା ରୁଜୁ କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ ।
Related Content
ବସ୍ ଧକ୍କାରେ ମହିଳା ସ୍କୁଟି ଚାଳକ ମୃତ, ସ୍ଥାନୀୟ ଲୋକଙ୍କ ଜାତୀୟ ରାଜପଥ ଅବରୋଧ
by
Proprietor Abhimanyu Maharana
June 12, 2026
ପାଇକ ଖଣ୍ଡାୟତ କୁଳ ସମାଜ ଗଠନ : ସଭାପତି ମାନସ ସମ୍ପାଦକ ଭାଵେ ସୁବ୍ରତ ନିର୍ବାଚିତ
by
Proprietor Abhimanyu Maharana
June 12, 2026
ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ
by
Proprietor Abhimanyu Maharana
June 12, 2026
ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ
by
Proprietor Abhimanyu Maharana
June 12, 2026
ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଶିଖରରେ ଠାରେ ୯ ଦିନ ଧରି ଆୟୋଜିତ ମହେନ୍ଦ୍ରମେଳା ଉଦଯାପିତ
by
Proprietor Abhimanyu Maharana
June 12, 2026