ଗଣେଶ ପୂଜା ଉପରେ କଟକଣା : ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ

ଓଡିଶା ତାଜା ନ୍ୟୁଜ୍ (୧୯ ଅଗଷ୍ଟ ବୁଧବାର ) କଟକ :- ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ ଦ୍ୱୈତନଗରୀରେ ଗଣେଶ ପୂଜା ଉପରେ କଟକଣା ଲଗାଇଛି । ପୋଲିସର ଏହି ପଦକ୍ଷେପକୁ ଚ୍ୟାଲେଞ୍ଜ କରି ମଙ୍ଗଳବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି । କଟକ ନଗର ବୁଢ଼ା ଗଣେଶ କମିଟିର ସଭାପତି ଶିବାନନ୍ଦ କୁମାର ହାତୀ ଏହି ମାମଲା କରିଛନ୍ତି । (ରିପୋର୍ଟ ରଶ୍ମିତା ମହାପାତ୍ର)

Exit mobile version