୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୀରୋଜ କୁମାର ଷଡ଼ଙ୍ଗୀ ଙ୍କ ପ୍ରସ୍ତାବ ଓ ଉପ୍ରୀୟମ୍ ନାଇକା ଙ୍କ ସମର୍ଥନ କ୍ରମେ ସମ୍ପାଦକ ଶ୍ରୀ ଉତ୍ତମ ପାଣି ସଭାପତିତ୍ବ କରିଥିଲେ । ଆଜିର ବୈଠକ ରେ 2024-25 ବର୍ଷ ପାଇଁ ଗୁମ୍ମା ବ୍ଲକସାମ୍ବାଦିକ ସଂଘର ନୂତନ କର୍ମକର୍ତା ନିର୍ବାଚନ ମଧ୍ୟ ହୋଇଥିଲା ।
