୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ବୁଧବାର ଦିନ ଆର, ଉଦୟଗିରି ବ୍ଲକର ମହେନ୍ଦ୍ରଗଡ଼ M2 ମହଲ ଠାରେ ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି | M2 ମହଲର ମାଲିକ ଶ୍ରୀ ମୁନା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପୂଜା ବହୁ ଦିନ ହେଲା ହୋଇ ଆସୁଅଛି | ଆଜି ମାଗଜଲକ୍ଷ୍ମୀଙ୍କ ଦ୍ଵିତୀୟ ଦିବସ ପୂଜା ଉପଲକ୍ଷେ ସାଲା ସଂସ୍କାର, ଷଡ଼ଙ୍ଗୀ କର୍ମ ସୂର୍ଯ୍ୟ ପୂଜା, ଅଗ୍ନି ଆବାହନ,

