Home ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଚଳଚ୍ଚିତ୍ର କଳାକାର ବୁଦ୍ଧାଦିତ୍ୟ ମହାନ୍ତି ଙ୍କ ନାମରେ ଏତେଲା ଦାଖଲ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ଓଡ଼ିଆ ଚଳଚ୍ଚିତ୍ର କଳାକାର ବୁଦ୍ଧାଦିତ୍ୟ ମହାନ୍ତି ସନ୍ତ୍ରସ ବାଦକୁ ସମର୍ଥନ କରୁଥିବା ଜଣେ ଅପରାଧୀ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଅଭିଯୋଗ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ବୁଦ୍ଧ।ଦିତ୍ୟ ଲରେନ୍ସ ବିଶ୍ନୋଇ କୁ ଭାରତର ସରକାରୀ ଗୁପ୍ତଚର ସଂସ୍ଥା ବୋଲି କହିଛନ୍ତି। କାରଣ ଆମେରିକାର ସି ଆଇ ଏ ଓ ଜର୍ମାନ ର ଗେଷ୍ଟପୋ ସହ ଲରେନ୍ସ ବିଷ୍ଣୋଇ କୁ ତୁଳନା କରାଯାଇଛି। ଅର୍ଥାତ୍ ଏହି ବ୍ୟକ୍ତି ଭାରତର ସରକାରୀ ଗୁପ୍ତଚର ସଂସ୍ଥା ବୋଲି ପରୋକ୍ଷରେ କୁହା ଯାଇଛି। ମୁଖ୍ୟ ପ୍ରସଙ୍ଗ ହେଉଛି ସେ ବାବା ଶିଦ୍ଦିକି ଙ୍କ ହତ୍ୟା ପରେ ରାହୁଲ ଗାନ୍ଧୀଙ୍କ ପାଳି ପଡ଼ିବ ବୋଲି ତାଙ୍କ ଫେସବୁକ୍ ଆଇଡି ରେ ପୋଷ୍ଟ କରିଛନ୍ତି। ରାହୁଲ ଗାନ୍ଧୀ ହେଉଛନ୍ତି ଭାରତ ର ବିରୋଧୀ ଦଳ ନେତା। ଅର୍ଥାତ୍ ବିରୋଧୀ ଦଳର ନେତାଙ୍କୁ କିପରି ହତ୍ୟା କରାଯିବ ସେ ଲରେନ୍ସ ବିଷ୍ଣୋଈ ଙ୍କୁ ପ୍ରଭାବିତ କରୁଛନ୍ତି ତାଙ୍କ ପୋଷ୍ଟିଂ ମାଧ୍ୟମରେ। ଯିଏ ରାଷ୍ଟ୍ରର ବିରୋଧୀ ଦଳର ନେତା ତାଙ୍କୁ ହତ୍ୟା କରିବାକୁ ଉସ୍କାଉ ଥିବା ବ୍ୟକ୍ତି ନିଶ୍ଚିନ୍ତ ଜଣେ ଅପରାଧୀ। ପ୍ରଦେଶ ଛାତ୍ର କଂଗ୍ରେସ ବୁଦ୍ଧାଦିତ୍ୟ ଙ୍କୁ ଗିରଫ କରିବାକୁ ଆଜି କ୍ୟାପିଟାଲ ଥାନାରେ ଏକ ଏତେଲା ଦରଜ କରିବାସହ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠନ ପାଇଁ ଦାବି କରିଛି। ଏହି କାର୍ଯ୍ୟକ୍ରମରେ ଶୁଭମ୍ ରାଜ,ବିଶ୍ଵ ଭୂଷଣ ମହାପାତ୍ର, ଗଣେଶ ଦାସ,ସହରୁକ୍ ଖ।ନ୍ ସୁନିଲ୍ କୁମାର୍ ଗାନ୍ଧୀ, ସିଦ୍ଧାନ୍ତ ଓମ୍ ପ୍ରକାଶ, ପ୍ରତୀକ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଲବାରସିଂରେ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ ଅନୁଷ୍ଠିତ : ପ୍ରତିଭା ଦେଖାଇଲେ ଛାତ୍ରଛାତ୍ରୀ, କୃତୀ ପ୍ରତିଯୋଗୀ ପୁରସ୍କୃତ by Proprietor Abhimanyu Maharana October 14, 2026 ଚୁଡ଼ଙ୍ଗପୁର ଗ୍ରାମରେ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ by Proprietor Abhimanyu Maharana October 14, 2026 ସ୍ଲୋଗ୍ : ପି. ସଇଲଙ୍ଗ ରେ ଜଙ୍ଗଲ ଅଧିକାର ପଟ୍ଟା ବଣ୍ଟନ, କମ୍ୟୁନିଟି ହଲ୍ ଉଦ୍ଘାଟିତ by Proprietor Abhimanyu Maharana October 14, 2026 ଗଜପତି ଜିଲ୍ଲା ଗୁମ୍ମା ଝାମି ଗ୍ରାମର ବିଧବା ମହିଳାଙ୍କୁ ଭତ୍ତା କରାଇଦେବା ପାଇଁ ଆଗେଇ ଆସିଲେ ଜସ୍ମିନ୍ ଶେଖ by Proprietor Abhimanyu Maharana October 14, 2026 କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ by Proprietor Abhimanyu Maharana October 14, 2026 Vedanta Aluminium Deploys Solar Infra for Reliable Lighting and Drinking in Kalahandi and Rayagada by Proprietor Abhimanyu Maharana October 14, 2026