Home ଓଡ଼ିଶା ନିଘୋଡ଼ ନିଦ୍ରାରେ ବନ କର୍ମଚାରୀ : ଜଂଗଲରୁ ଲୁଟ୍ ହେଉଛି ଶହଶହ ଟ୍ରିପ୍ ମୋରମ୍ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ◆ ତଦନ୍ତକଲେ ବନାଂଚଳ ଅଧିକାରୀ । ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା : – ଦିନକୁ ଦିନ ବଢୁଛି ଠିକାଦାର୍ କଂ ଦାଦାଗିରି । ବନ କର୍ମଚାରୀ କୁଂ ହାତକରି ,ଠିକାସଂସ୍ଥା ନଷ୍ଟ କରୁଛନ୍ତି ଜଙ୍ଗଲ । ନିଜର ଫାଇଦା ପାଇଁ ଜଙ୍ଗଲରୁ ଖୋଳାଯାଉଛି ଶହଶହ ଟ୍ରିପ୍ ମୋରମ୍ । ଫଳରେ ଜଙ୍ଗଲ ମଧ୍ୟରୁ ମୂଲ୍ୟବାନ ଗଛ ନଷ୍ଟ ହେବାରେ ଲାଗିଛି। ବନ କର୍ମଚାରୀଙ୍କ ଜାଣତରେ ଏଭଳି ମୋରମ ଖନନ ହେଉଥିବା ଅଭିଯୋଗ ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି,ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ବାଣିଗୋଛା ସେକ୍ସନର ପାମ୍ପରଡ଼ା ବିଦ୍ୟାଳୟ ନିକଟରେ । ପାମ୍ପରଡ଼ା ବିଦ୍ୟାଳୟଠାରୁ ରେଲ୍ୱେ ଟନେଲକୁ ଯାଇଥିବା ରାସ୍ତାର ବାମ ପାର୍ଶ୍ଵ ଜଙ୍ଗଲରୁ ଏଭଳି ମୋରମ ଖନନ ହୋଇଥିବା ଦେଖିବାକୁ ମିଳିଛି। ତେବେ ଉକ୍ତ ସ୍ଥାନଟି ଗ୍ରାମ୍ୟ ଜଙ୍ଗଲ ହୋଇଥିବା ଜଣାପଡ଼ିଛି । ଆଜି ଉକ୍ତ ବେଆଇନ୍ ମୋରମ୍ ଖନନ ଘଟଣାର ସରଜମିନ୍ ତଦନ୍ତ କରିଛନ୍ତି ଦଶପଲ୍ଲା ବନାଂଚଳ ଅଧିକାରୀ ସୁଦର୍ଶନ ଦେହୁରୀ । ତେବେ ଦେଖିବାକୁ ବାକି ରହିଲା କେବେ ହେଉଛି ବିହିତ କାର୍ଯ୍ୟାନୁଷ୍ଠାନ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ନୟାଗଡ ଜିଲ୍ଲା, ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୬ ପାଳିତ by Proprietor Abhimanyu Maharana October 2, 2026 ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ by Proprietor Abhimanyu Maharana October 2, 2026 ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ by Proprietor Abhimanyu Maharana October 2, 2026 ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026