ଠାବ ହୋଇ ପାରୁନାହିଁ : ଚୋରା ଦେଶୀ ବନ୍ଧୁକ କାରଖାନା

ଯାହାକି ବାଣିଗୋଛା ପୁଲିସ ଯେଉଁସବୁ ବନ୍ଧୁକ ଜବତ କରିଛି ସେ ମଧ୍ୟରୁ କିଏ କଳସାଖମଣ ଅଞ୍ଚଳରୁ କିଣିଥିବା ବେଳେ ଆଉକିଏ ଚକାପାଦ ଅଞ୍ଚଳରୁ କିଣିଥିବା ନେଇ ପୁଲିସ ନିକଟରେ ସ୍ଵୀକାର କରିଛି । ମାତ୍ର କିଛିମାସ ତଳେ ବାଣିଗୋଛା ଥାନା ଅଧିକାରୀଙ୍କ ଅନ୍ୟତ୍ର ବଦଳି ହୋଇଯିବା ପରେ ଏହି ତଦନ୍ତରେ ଶିଥିଳତା ଦେଖିବାକୁ ମିଳିଛି । ଫଳରେ ଏବେ ଅନେକ ଶିଳାରୀ ସକ୍ରିୟ ହୋଇଥିବା ଅଭିଯୋଗ ହେଉଛି । ଜିଲ୍ଲା ପୁଲିସ ଏଦିଗରେ ବିଶେଷ ଦୃଷ୍ଟି ଦେବାକୁ ଦାବି ହେଉଛି ।
- Categories: ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
Related Content
ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ
by
Proprietor Abhimanyu Maharana
September 18, 2026
ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ
by
Proprietor Abhimanyu Maharana
September 18, 2026
ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି
by
Proprietor Abhimanyu Maharana
September 18, 2026
"ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ
by
Proprietor Abhimanyu Maharana
September 17, 2026
ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ
by
Proprietor Abhimanyu Maharana
September 17, 2026
ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ
by
Proprietor Abhimanyu Maharana
September 17, 2026