୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରୋଭର ରେଞ୍ଜର ସଂସ୍ଥାରେ ନୂତନ ଭାବରେ ୧୮ଜଣ ରୋଭର ଓ ୯ଜଣ ରେଞ୍ଜର ସ୍ୱେଚ୍ଛାସେବୀ ନୂତନ ଭାବରେ ଯୋଗଦାନ କରିଛନ୍ତି । ଏହି ଅବସରରେ ରୋଭର ଲିଡର ଭୂପତି ଭୂଷଣଙ୍କ ତତ୍ତ୍ୱାବଧାନରେ ଏକ ଶପଥପାଠ ଉତ୍ସବ ପାଳନ କରାଯାଇଥିଲା ।
