ବନ୍ଧମୁଣ୍ଡା : ଟ୍ରେନ୍ ଧକ୍କାରେ ହାତୀ ମୃତ

୧୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୁମ୍ବାଇ :-> ହାତୀପଲ ଟ୍ରେନ୍ ଲାଇନ୍ ପାର ହେଲା ବେଳେ ଅଘଟଣ ମୁମ୍ବାଇ-ହାଓଡା ମାର୍ଗରେ ଟ୍ରେନ୍ ଚଳାଚଳ ପ୍ରଭାବିତ ଟ୍ରେନ୍ ଲାଇନରେ ମୃତ ହାତୀକୁ ଜଗି ରହିଛନ୍ତି ହାତୀପଲ । ହାତୀ ଘଉଡ଼ାଇବା ସମୟରେ ଦୁର୍ଘଟଣା ଘଟିଥିବା ସୂଚନା ।

 

Exit mobile version