୧୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ର ପ୍ରତିଷ୍ଠିତ ଓ ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ର ୫୭ ତମ କୁମାର ଉତ୍ସବ ଚଳିତ ୧୭,୧୮,୧୯ ତିନି ଦିନ ଧରି ଶରଧାବାଲି ଠାରେ ଅନୁଷ୍ଠିତ ହେବ .ଏହି ପରିପ୍ରେକ୍ଷୀ ରେ ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠ ପରିସରରେ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି, ଏହି ପ୍ରତିଜୋଗିତା ରେ ପୁରୀ ର ବିଭିନ୍ନ ବିଦ୍ୟାଳୟ ର 100 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭାଗ ନେଇଥିଲେ
