୧୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ କବିତ୍ରୀର୍ଥ, ଐତିହ୍ୟ, କଳା ସଂସ୍କୃତିର ଗାଁ ସlନପଦର ଏଠାରେ ଆଜକୁ ବହୁବର୍ଷ ଠାରୁ ଧୂମଧାମରେ ଦଶହରା ଦୁର୍ଗାପୂଜା ନିଷ୍ଠାର ସହ ପାଳିତ ହୋଇଆସୁଅଛି ! ଏହି ଦଶହରା ପର୍ବରେ ସାନପଦର,ବାୟାପଲ୍ଲୀ ଓ ରlସୋଳ ଆଦି ଗ୍ରାମଗୁଡିକରୁ ଶତାଧିକ ଯୁବକ ଓ ସମାଜ ସେବୀମାନେ ଜାତି ଧର୍ମ ନିର୍ବିଶେଷରେ ଏକାଠି ହୋଇ ସପ୍ତମୀ ଠାରୁ ମା” ଦୁର୍ଗାଙ୍କର ମୃଣୟ ମୃତିକୁ ନୀତି ନିୟମ ଵିଧି ଅନୁସାରେ ନିଷ୍ଠାର ସହିତ ପବିତ୍ର ଶାରଦୀୟ ଦୁର୍ଗାପୂଜା ପାଳନ କରନ୍ତି !

