୧୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଆର, ଉଦୟଗିରି ବ୍ଲକର ମହେନ୍ଦ୍ରଗଡନ୍ଦ୍ର ମା ଦୁର୍ଗାଙ୍କର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଗତ କାଲି ଆଳତି କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡିର ଡା ତିରୁପତି ପାଣିଗ୍ରାହୀ ଓ କ୍ୟାମ୍ପ 3ର ମୁଖ୍ୟ ଗୁରୁଜୀ ଋଗ୍ମୀ ଜିଁପଛେ ଅଂଶ ଗ୍ରହଣ କରିଥିଲେ |

