୧୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ରାଷ୍ଟ୍ରୀୟ ବଜରଙ୍ଗ ଦଳ ବାଲିଗୁଡା ଶାଖା ପକ୍ଷରୁ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାଷ୍ଟ୍ରୀୟ ବଜରଙ୍ଗ ଦଳ ବିଶ୍ୱନାଥ ପାତ୍ର ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲା ସଭାପତି ସଂଗ୍ରାମ ଭାଇ ,ଜିଲ୍ଲା ସମ୍ପାଦକ କାହ୍ନୁ ଚରଣ ଗୌଡ଼,ଶାଖା ପରିଚାଳକ ମୃତ୍ୟୁଞ୍ଜୟ ବେହେରା,

