୧୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ମହେନ୍ଦ୍ରଗଡ଼ ତିବତ କଲୋନୀ ସ୍ଥିତ ମହାବୀର ବଣିକ ସଂଘର 14 ତମ ଦୁର୍ଗା ପୂଜା ଉତ୍ସବ ମହାଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି | 09/10/24 ରିଖରେ ବିଲ୍ଵଧିବାସ ଓ ଶତାଧିକ ମହିଳାଙ୍କ ଦ୍ୱାରା କଳସ ଯାତ୍ରା ସମାପନ ହୋଇଥିଲା | 10/10/24 ରିଖରେ ମହାସପ୍ତମୀ, ମା ଙ୍କର ସ୍ନାନ ଓ ଅଷ୍ଟମୀ ପୂଜା ଆରମ୍ଭ ହେବା ସହ ସନ୍ଧ୍ୟା ଆରତୀ ବହୁ ଭକ୍ତଙ୍କ ସମାଗମରେ ହୋଇଥିଲା l
