୧୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ଇଟାମାଟି ର ପୂର୍ବ ଦିଗ ରେ କାହିଁ କେଉଁ କାଳ ରୁ ପୂଜା ପାଇ ଆସୁଛନ୍ତି ମା ନାରାୟଣୀ | ବହୁ ବର୍ଷ ଧରି ଗଛ ମୂଳେ ପୂଜା ପାଉଥିବା ମା ନାରାୟଣୀ ଙ୍କ ପାଇଁ ଏକ ମନ୍ଦିର ତୋଳାଇଥିଲେ ସ୍ବର୍ଗତ ଘନଶ୍ୟାମ ରାମ | ୧୯୬୮ ମସିହା ରେ ମା ଙ୍କ ନବୀକରଣ ମୁଖା ପ୍ରତିଷ୍ଠା କରାଯାଇଥିଲା ଗ୍ରାମ ବାସୀଙ୍କ ତରଫରୁ . ମା ନାରାୟଣୀ ଙ୍କ ଆଶ୍ରିବାଦ ରୁ ଇଟାମାଟି ଏକ ବିଖ୍ୟାତ ବ୍ୟବସାୟି କ ପେଣ୍ଠ ହିସାବ ରେ ଓଡିଶା ରେ କ୍ଷlତି ଲାଭ କରିଥିବା ର ବିଶ୍ୱାସ ରହିଛି. ଘୋଡା ରେ ଚଢି ପ୍ରତିଦିନ ନିଷାର୍ଧ ରେ ଭ୍ରମଣ କରି ମା ଇଟାମାଟି ଗ୍ରାମବାସୀ ଙ୍କୁ ଘଣ୍ଟ ଘୋଡାଇଛନ୍ତି ବୋଲି ପୁରୁଖା ଲୋକ ମାନେ ମତେ ଦିଅନ୍ତି |
