୧୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ଧରାପୃଷ୍ଠକୁ ଜଗତଜନନୀ ମା’ଦୁର୍ଗାଙ୍କର ଅବତରଣକୁ ପବିତ୍ର ଆଶ୍ଵିନ ମାସ ଅନେଇ ବସିଥିଲା ବେଳେ ନଦୀପଠାରେ କାଶତଣ୍ଡି ର ଖୂଲିଖୂଲି ହସର ସମ୍ଭାର ମା’ ଙ୍କ ଆଗମନର ସୂଚନା ଦେଇଥାଏ । ଚଳଚଞ୍ଚଳ ହୋଇ ପଡେ ଏହି ଧରାପୃଷ୍ଠ । ସବୁଆଡେ ସାଜସଜ୍ଜା , ମା’ଙ୍କର ପୂଜା ପାଠ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଅପୂର୍ବ ଆଲୋକର ସମ୍ବାର ସୃଷ୍ଟି କରିଛି । ପ୍ରାଚୀ ନଦୀ ତଟସ୍ଥ ଆମଣ ।

