ପୂର୍ବତନ ମନ୍ତ୍ରୀ ବୁଲିଲେ ମାହାଙ୍ଗା ରେ ପୂଜା ମଣ୍ଡପ

୧୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ସଂଧ୍ୟା -୬ ଘଟିକା ସମୟରେ ଆସି ଓଡ଼ିଶା ର ପୂର୍ବତନ ମନ୍ତ୍ରୀ ମାହାଙ୍ଗା ର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ମିଡ଼ିଆ ସଂଯୋଜକ ଶ୍ରୀଯୁକ୍ତ ପ୍ରତାପ ଜେନା ଶାରଦୀୟ ଦୁର୍ଗାପୂଜା ଉପାଲକ୍ଷେ ଗୋପାଳ ପୁର ବଜାର ମା ଦୁର୍ଗା ଙ୍କ ପଣ୍ଡପ ରେ ପହଞ୍ଚି ମା ଙ୍କୁ ଦର୍ଶନ କରି ଦୀପ ଦାନ କରି ଥିଲେ ।

ଓ ମା ଙ୍କୁ ଅଶ୍ରୀବାଦ ର ଭିକ୍ଷା ମାଗିଥିଲେ । ସେଠି ଗୋପାଳ ପୁର ପୂଜା କମିଟି ର ସଦସ୍ୟ ମାନେ ଓ ଗୋପାଳପୁର ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ଓ ବିଜୁ ଜନତା ଦଳର କର୍ମୀ ମାନେ ମଧ୍ଯ ଉପସ୍ଥିତ ଥିଲେ । ତାପରେ ଭଦ୍ରେଶ୍ୱର୍ ହାଟ ପାଖ ପୂଜା ମଣ୍ଡପ ଦର୍ଶନ କରି ଦୀପ ଦାନ କରି ଥିଲେ ।

ସେଠୀ ମଧ୍ଯ ଭଦ୍ରେଶ୍ୱର ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ଓ ସମସ୍ତ ପୂଜା କମିଟି ର ସଦସ୍ୟ ବିଜୁ ଜନତା ଦଳର କର୍ମୀ ମଧ୍ଯ ଉପସ୍ଥିତ ଥିଲେ । ତା ପରେ ସାଇ ମନ୍ଦିର , ମାହାଙ୍ଗା ମେଡ଼ିକାଲ ଛକ , ଚତ୍ତ୍ରତୋଟା ବଜାର ଓ କୁଆଁପାଳ ଦୁର୍ଗା ମଣ୍ଡପ ଦର୍ଶନ କରି ଦୀପ ଦାନ କରି ମା ଙ୍କୁ ଅଶ୍ରିବାଦ ଭିକ୍ଷା ମାଗିଥିଲେ ।

Exit mobile version