
୧୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- > ବିରିଡି ଅଞ୍ଚଳରେ ଥିବା ଭିନ ଭିନ 11ଟି ମଣ୍ଡପରେ ମା ‘ଦୂର୍ଗା ଙ୍କର ମୃଣ୍ମୟ ମୂର୍ତ୍ତି ପୂଜା ପାଉଛନ୍ତି l ଏଥି ସହିତ ଅଧିକାଂଶ ଗ୍ରାମରେ ଶିବ ପାର୍ବତୀ ହନୁମାନ, ରାମ ଲକ୍ସମଣ ସୀତା ପୂଜା ପାଉଛନ୍ତି l ଏଥର ପାଗ ଅନୁକୂଳ ଥିବାରୁ ମଣ୍ଡପ ଗୁଡିକର ତୋରଣ ଓ ଆଲୋକ ମାଳା ଝଲସୁ ଥିବାର ଦେଖିବାକୁ ମିଳିଛି l

