ଭୁଟ୍ ସିଲେକ୍ଟ ଏବଂ ଭୁଟ୍ କିଡ୍ସକୁ ଯୋଡ଼ି ଓଟିଟି ପ୍ଲେକୁ ମଜଭୂତ କଲା ଟାଟା ସ୍କାଏ ବିଞ୍ଜ୍‌

ଟାଟା ସ୍କାଏ ବିଞ୍ଜ୍ ହେଉଛି ଏକ ଷ୍ଟ୍ରିିମିଂ ପ୍ଲାଟଫର୍ମ ଯାହାକି ଗୋଟିଏ ଇଂଟରଫେସ୍ ଓ ଗୋଟିଏ ସବ୍‌ସ୍କ୍ରିପ୍ସନ୍ ଅଧୀନରେ ସର୍ବୋତମ ଓଟିଟି ଆ୍‌କୁ ଏକାଠି କରିଥାଏ ଆମାଜନ୍ ଫାୟାର ଟିଭି ଷ୍ଟିକ୍‌- ଟାଟା ସ୍କାଏ ଏଡିସନ୍ ଏବଂ ଟାଟା ସ୍କାଏ ବିଞ୍ଜ୍‌+ ଆଣ୍ଡ୍ରଏଡ୍ ଆଣ୍ଡ୍ରଏଡ୍ ଭିତିକ ସ୍ମାର୍ଟ ସେଟ୍‌-ଅ୍ ବକ୍ସ ଦ୍ୱାରା ଆକ୍ସେସ୍ ହେଉଥିବା ଏହି ଏଗ୍ରିଗେଟର ଗୋଟିଏ ସିଙ୍ଗଲ ସାଇନ୍‌-ଇନ୍‌ରେ ୮ଟି ପ୍ରିମିୟମ ଆ୍‌; ଡିଜ୍‌ନୀ+, ହଟ୍‌ଷ୍ଟାର୍ ପ୍ରିମିୟମ, ଜି୫, ସନ୍‌ନେକ୍ସଟ୍‌, ହଙ୍ଗାମା ପ୍ଲେ, ଏରସ୍ ନାଓ, ସିମାରୁ ମି ଏବଂ ଏବେ ଭୁଟ୍ ସିଲେକ୍ଟ ଓ ଭୁଟ୍ କିଡ୍‌ସ ସେବା ଯୋଗାଇବ । ଏହାଛଡ଼ା ବିନା କୌଣସି ଅତିରିକ୍ତ ଦେୟରେ ଏହା ୩ ମାସ ପାଇଁ ଆମାଜନ୍ ପ୍ରାଇମ୍ ଭିଡିଓ ପ୍ରଦାନ କରୁଛି ଭୁଟ୍ ସିଲେକ୍ଟରେ ଭୁଟ୍ ଅରିଜିନାଲ୍ସ, ଏକ୍ସକ୍ଲୁସିଭ୍ ଇଂଟରନ୍ୟାସନାଲ କଂଟେଂଟ ଓ ଲୋକପ୍ରିୟ ଭାରତୀୟ ଟିଭି ସୋ’ ବ୍ରଡ୍‌କାଷ୍ଟ ହେବାର ୨୪ ଘଂଟା ପୂର୍ବରୁ ଉପଲବ୍ଧ ଭୁଟ୍ କିଡ୍‌ସ ଭାରତର ବହୁ ଲୋକପ୍ରିୟ କାର୍ଟୁନ୍ ଚରିତ୍ରକ ଓ ପାଠପଢ଼ା ବିଷୟବସ୍ତୁ ଯଥା ଅଡିଓ କାହାଣୀ, ଇବୁକ୍ ଓ କ୍ୱିଜ୍ ଉପଲବ୍ଧ

ଓଡିଶା ତାଜା ନ୍ୟୁଜ୍ (୧୮ ଅଗଷ୍ଟ ମଙ୍ଗଳବାର ) ଭୁବନେଶ୍ୱର :ବିଭିନ୍ନ ବୟସ ବର୍ଗର ବର୍ଦ୍ଧିତ ମନୋରଞ୍ଜନ ଚାହିଦାକୁ ଦୃଷ୍ଟିରେ ରଖି ଟାଟା ସ୍କାଏ ଓଟିଟି ଏଗ୍ରିଗେଟର ସେବା ପ୍ରଦାନକାରୀ ଟାଟା ସ୍କାଏ ବିଞ୍ଜ୍ ଏବେ ଭାୟାକମ୍‌୧୮ ଡିଜିଟାଲ ଭେଂଚର୍ସ ସହ ସହଭାଗିତା କରି ସେମାନଙ୍କର ପ୍ରିମିୟମ କଂଟେଂଟ ଷ୍ଟ୍ରିମିଂ ସେବା ଭୁଟ୍ ସିଲେକ୍ଟ ଓ କିଡ୍‌ସ ଉରେ ଗୁରୁତ୍ୱ କରୁଥିବା ଭୁଟ୍ କିଡ୍‌ସକୁ ନିଜ ପ୍ଲାଟଫର୍ମରେ ଯୋଡ଼ିଛି । ଏହି ସହଭାଗିତା ଫଳରେ ଭାୟାକମ୍‌୧୮ ଓ ଭୁଟ୍ ଅରିଜିନାଲର ପ୍ରମୁଖ ଭାରତୀୟ ଟିଭି ସୋ’ ସମେତ ଭାରତୀୟ ତଥା ଆନ୍ତର୍ଜାତିକ ସୋ’ର ପସନ୍ଦର କାର୍ଟୁନ୍ ଚରିତ୍ର ଟାଟା ସ୍କାଏ ବିଞ୍ଜ୍‌ରେ ସାମିଲ ହୋଇଛି । ଟେଲିଭିଜନରେ ପ୍ରିମିୟମ ଓଟିଟି କଂଟେଂଟକୁ ଉପଲବ୍ଧ କରାଇ ଟାଟା ସ୍କାଏ ବିଞ୍ଜ୍ ଆମାଜନ୍ ପ୍ରାଇମ୍ ଭିଡିଓ, ଡିଜ୍‌ନୀ+, ହଟ୍‌ଷ୍ଟାର୍ ପ୍ରିମିୟମ, ଜୀ୫, ସନ୍‌ନେକ୍ସଟ, ହଙ୍ଗାମା ପ୍ଲେ, ଏରସ୍ ନାଓ ଓ ସିମାରୁ ମି ଭଳି ଭାରତର ପ୍ରମୁଖ ଓଟିଟି ପ୍ଲାଟଫର୍ମର ମନୋରଞ୍ଜନ ବିକଳ୍ପ ଯୋଗାଉଛି । ଭୁଟ୍ ସିଲେକ୍ଟ ଏବଂ ଭୁଟ୍ କିଡ୍‌ସକୁ ସାମିଲ କରି ଟାଟା ସ୍କାଏ ବିଞ୍ଜ୍ ନିଜର ବିଞ୍ଜ୍ ଗ୍ରାହକଙ୍କୁ ବହୁ ଅରିଜିନାଲ, ସ୍ୱତନ୍ତ୍ର ଆନ୍ତର୍ଜାତିକ କଂଟେଂଟ ଓ ହଜାର ହଜାର ଭିଡିଓ, ଇ-ବୁକ୍‌, କ୍ୱିଜ୍ ଓ ପିଲାଙ୍କ ମାନସିକ ବିକାଶ ପାଇଁ ଅଡିଓ କାହାଣୀକୁ ଉପଲବ୍ଧ କରାଇଛି । ଏହି ସହଭାଗିତା ଦ୍ୱାରା କମ୍ପାନି ବ୍ୟାପକ ରେଞ୍ଜର ଗ୍ରାହକଙ୍କ ଚାହିଦାକୁ ପୂରଣ କରିବାରେ ସହାୟକ ହେବ ।

ଏହି ସହଭାଗିତା ସମ୍ପର୍କରେ ମତ ରଖି, ଲ୍ଲବୀ ପୁରୀ, ମୁଖ୍ୟ ବାଣିଜ୍ୟିକ ଓ କଂଟେଂଟ ଅଫିସର, ଟାଟା ସ୍କାଏ କହିଲେ, “ଗ୍ରାହକ ଚାହିଦାକୁ ସବୁଠୁ ଆଗରେ ରଖି ଆମେ ସମ୍ପୂର୍ଣ୍ଣ ପରିବାର ପାଇଁ ଆବଶ୍ୟକ ସବୁଠୁ ପସନ୍ଦର କଂଟେଂଟ ଯୋଗାଉଥିବା ଓଟିଟି ଆ୍ ଜରିଆରେ ଟାଟା ସ୍କାଏ ବିଞ୍ଜ୍‌ର ଲାଇବ୍ରେରୀକୁ ସମ୍ପ୍ରସାରଣ କରିବାରେ ଲାଗିଛୁ । ଏବେକାର ରିସ୍ଥିତିରେ ଯେତେବେଳେ ଶିଶୁ ମାନେ ମନୋରଞ୍ଜନ ପାଇଁ ର୍ପ୍ୟାପ୍ତ ବିକଳ୍ପର ଅଭାବ ଅନୁଭୂତ କରୁଛନ୍ତି, ଭୁଟ୍ କିଡ୍‌ସକୁ ଯୋଡ଼ି ଶିଶୁମାନଙ୍କ ପାଇଁ ଏକ ସନ୍ତୁଳିତ କୌତୁକ ଓ ପାଠପଢ଼ା ବିଷୟବସ୍ତୁ ଥିବା ମନୋରଞ୍ଜନ ଅଭିଜ୍ଞତାର ଲାଇବ୍ରେରୀ ଉପଲବ୍ଧ କରାଇାରିଛୁ । ପୁନଶ୍ଚ ଭୁଟ୍ ସିଲେକ୍ଟ ଜରିଆର ଆମେ ଭାୟାକମ୍‌୧୮ର ଆକର୍ଷଣୀୟ ମୁଭି ଓ ପ୍ରମୁଖ ଭାରତୀୟ ଟିଭି ସୋ’କୁ ଟିଭିରେ ଆସିବାର ୨୪ ଘଂଟା ପୂର୍ବରୁ ଦେଖିବାର ସୁଯୋଗ ପ୍ରଦାନ କରିଛୁ ।” ଏହି ସହଭାଗିତା ସମ୍ପର୍କରେ ମତ ରଖି, ଗୌରଭ ରକ୍ଷିତ୍‌, ସିଓଓ, ଭାୟାକମ୍‌୧୮ ଡିଜିଟାଲ ଭେଂଚର୍ସ କହିଲେ, “ଭୁଟ୍‌ରେ ଆମେ ଏକ ବହୁମୁଖୀ ତଥା ବ୍ୟାକ ଡିଜିଟାଲ ଇକୋସିଷ୍ଟମ ନିର୍ମାଣରେ ବିଶ୍ୱାସ କରୁ, ଯାହାକି ଆମର ଉଭୋକ୍ତାଙ୍କୁ ପାଥ୍‌-ବ୍ରେକିଂ ଓ ବିଭିନ୍ନ କଂଟେଂଟ ଅଭିଜ୍ଞତା ପ୍ରଦାନ କରିବ । ଭୁଟ୍ ସିଲେକ୍ଟ ଜରିଆରେ ମନୋରଞ୍ଜନ ହେଉ ଅବା ଭୁଟ୍ କିଡ୍‌ସ ଜରିଆରେ କୌତୁକ କି ପାଠପଢ଼ା ହେଉ, କଂଟେଂଟ ବ୍ୟବହାର ଚାହିଦା ବଢ଼ିଥିବାରୁ ଟାଟା ସ୍କାଏ ବିଞ୍ଜ୍ ସହ ଏହି ପ୍ରତିବଦ୍ଧ ସହଯୋଗିତା ମାଧ୍ୟମରେ ଆମେ ବହୁ ଗ୍ରାହକଙ୍କ ନିକଟରେ ପହଂଚିପାରିବୁ ।

ଏକ ପ୍ରମୁଖ ବ୍ରାଣ୍ଡ ସହ ସହଭାଗିତା କରି ଆମେ ଆନନ୍ଦିତ ଏବଂ ଆମର ଦର୍ଶକଙ୍କୁ କଂଟେଂଟ ଦେଖିବା ଓ ନିୟୋଜନ ଅଭିଜ୍ଞତାକୁ ସମ୍ପ୍ରସାରଣ କରିଛୁ ।” ଭୁଟ୍ ସିଲେକ୍ଟ ଜରିଆରେ ଟାଟା ସ୍କାଏ ବିଞ୍ଜ୍ ଉପଭୋକ୍ତାମାନେ ଅସୁର, ମର୍ଜୀ, ରାଇକର୍ କେସ୍‌, ଇଲିଗାଲ ଭଳି ବହୁ ଭୁଟ୍ ଅରିଜିନାଲ କଂଟେଂଟ ଦେଖିପାରିବେ । କଲର୍ସ (ହିନ୍ଦୀ), ଏମ୍‌ଟିଭି, ନିକେଲୋଡିଓନ୍‌, କଲର୍ସ କନ୍ନଡ, କଲର୍ସ ମରାଠୀ, କଲର୍ସ ବାଙ୍ଗଲା, କଲର୍ସ ଗୁଜରାଟୀ, କଲର୍ସ ସୁପର ଆଦିର ବହୁ ଲୋକ୍ରିୟ ସୋ’କୁ ଏହି ପ୍ଲାଟଫର୍ମରେ ଦେଖିହେବ । ଭୁଟ୍ କିଡ୍‌ସ ଜରିଆରେ ପିଲାମାନେ ଟାଟା ସ୍କାଏ ବିଞ୍ଜ୍‌ରେ ପାଠପଢ଼ା ଓ ମନୋରଞ୍ଜନର ଏକ ସମ୍ମିଶ୍ରଣ ପାଇବେ । ଏଥିରେ ଉପଭୋକ୍ତାମାନେ ହଜାର ହଜାର ଲୋକପ୍ରିୟ ଭାରତୀୟ ଓ ଆନ୍ତର୍ଜାତିକ ସୋ’ ସମେତ ପୋକମନ୍‌, ପେପା ପିଗ୍‌, ପ ପାଟ୍ରୋଲ, ମୋଟୁ ପତଲୁ, ଡୋରା ଦି ଏକ୍ସଲାରର୍‌, ବେନ୍‌୧୦ ଭଳି ୨୦୦+ କାର୍ଟୁନ୍‌, ୧୫୦+ ଅଡିଓ ଷ୍ଟୋରୀ, ୫୦୦+ ଇବୁକ୍ ଏବଂ ୫୦୦୦+ ଶିକ୍ଷା କ୍ୱିଜ୍ ରହିଛି । ଟାଟା ସ୍କାଏ ଉପଭୋକ୍ତାମାନେ ମାସିକ ୨୯୯ ଟଙ୍କାରେ ଆମାଜନ୍ ଫାୟାର ଟିଭି ଷ୍ଟିକ୍‌- ଟାଟା ସ୍କାଏ ଏଡିସନ୍ ଜରିଆରେ ଟାଟା ସ୍କାଏ ବିଞ୍ଜ୍‌ରେପ୍ରିମିୟମ ଓଟିଟି ଲାଇବ୍ରେରୀ ଆକ୍ସେସ୍ କରିାରିବେ । ନୂଆ ଓ ପୁରୁଣା ଟାଟା ସ୍କାଏ ଗ୍ରାହକମାନେ ୩୯୯୯ ଟଙ୍କାରେ ଟାଟା ସ୍କାଏ ବିଞ୍ଜ୍‌+ ସଂଯୋଗ ନେଇ ୬ ମାସର ଟାଟା ସ୍କାଏ ବିଞ୍ଜ୍ ପ୍ଲାଟଫର୍ମ ସବ୍‌ସ୍କ୍ରି୍‌ପସନ ପାଇରିବେ । ଫାୟାର ଟିଭି ଷ୍ଟିକ୍ କିମ୍ବା ଆଣ୍ଡ୍ରଏଡ୍ ବକ୍ସରେ ଟାଟା ସ୍କାଏ ଗ୍ରାହକମାନେ ୭ ଦିନ ପର୍ଯ୍ୟନ୍ତ ପୁରୁଣା ସୋ’କୁ ଦେଖିପାରିବେ ଏବଂ ବିନା କୌଣସି ଦେୟରେ ୩ ମାସ ଆମାଜନ୍ ଇମ୍ ସବ୍‌ସ୍କ୍ରି୍‌ପସନ୍ ପାଇ ପାରିବେ ।

Exit mobile version