Home ଓଡ଼ିଶା ନୂଆ କାଚରାମାଳ ମହାଦେବ ପୂଜା କମିଟି ପକ୍ଷରୁ ଦଶହରା ପୂଜା ଆରମ୍ଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ଫୁଲନଖରା ଛକ ନିକଟସ୍ଥ ନୂଆ କାଚରାମାଳ ମହାଦେବ ପୂଜା କମିଟି ପକ୍ଷରୁ ଶାରଦୀୟ ଦଶହରା ପୂଜା ଶୁକ୍ରବାର ଠାରୁ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି । ପୂଜା କମିଟିର ସଭାପତି ପ୍ରୀୟରଞନ ବେହେରା ଏବଂ ପୂଜା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ପକ୍ଷରୁ ଆୟୋଜିତ ମହାଦେବ ପୂଜାରେ କାନନ ବିହାରୀ ନାୟକ କର୍ତ୍ତା ହୋଇଥିଲେ । ଚଳିତ ବର୍ଷ ନୂଆ କାଚରାମାଳ ମହାଦେବ ପୂଜା କମିଟି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦରଖି ୭୫ ହଜାର ଟଙ୍କା ବ୍ୟୟରେ ପୂଜା ମଣ୍ଡପ ନିକଟରେ ଏକ ଥଣ୍ଡା ପାନୀୟ ଜଳ କେନ୍ଦ୍ର ଖୋଲିଛନ୍ତି । ଯାହାଫଳରେ ପଥଚାରୀ ,ସ୍କୁଲ ଛାତ୍ରଛାତ୍ରୀ ମାନେ ଏହି ପାନୀୟ ଜଳ ସହଜରେ ପିଇବାର ସୁଯୋଗ ପାଇପାରିବେ । ପୂଜା ମଣ୍ଡପରେ ଦର୍ଶନ ପାଇଁ ସନ୍ଧ୍ୟାରେ ପ୍ରବଳ ଜନସମାଗମ ହେଉଛି । Categories: ଓଡ଼ିଶା, କଟକ, ମନୋରଞ୍ଜନ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026